ବିଭିନ୍ନ ରୋଗର ପ୍ରତିଷେଧକ ଟୀକା କେଉଁ ସମୟରେ ଓ କିଭଳି ଭାବେ ଦେବେ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l ସରକାରୀ ଡାକ୍ତରଖାନା ମାନଙ୍କରେ ଶୀତଳ ଶୃଙ୍ଖଳରେ ରଖାଯାଉଥିବା ବିଭିନ୍ନ ପ୍ରତିଷେଧକ ଟୀକା ମାଗଣାରେ ମିଳିଥାଏ l