ପ୍ରସବ ପରେ ମା'ର କଷ କ୍ଷୀର ଠାରୁ ଆରମ୍ଭ କରି କେବେ ଯାଏଁ ଶିଶୁକୁ ମା'କ୍ଷୀର ଆବଶ୍ୟକ ଓ ଏଥିନେଇ କିଛି ସମସ୍ୟା ଥିଲେ, ତହିଁର ସମାଧାନର ମଧ୍ୟ ବାଟ ଅଛି l ଏ ସମ୍ପର୍କରେ କିଛିଟା ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l