Epd - 14 ସୁଆଦିଆ ଖାଦ୍ୟ ଦିଅନ୍ତୁ, ମା'ପଛରେ ପିଲା ଗୋଡ଼ାଇବ

ପିଲାମାନେ ଖାଇବା ପିଇବାରେ ଅସୁବିଧା କଲେ ମା'ମାନଙ୍କର ଚିନ୍ତା ବଢ଼ିଯାଏ l କେଉଁ ପରିସ୍ଥିତିରେ ପିଲାମାନଙ୍କୁ କ'ଣ ଖାଇବାକୁ ଦେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments