Epd - 12 ପିଲାଙ୍କ ଖାଦ୍ୟହୀନତା ଓ ମେଦବହୁଳତା ଏଡ଼ାଇବେ କିପରି

ଠିକଣା ସମୟରେ ଠିକଣା ଖାଦ୍ୟ ନଦେବା ଅବା ଅତି ଗେଲବସରରେ ପିଲାଙ୍କୁ ଏଣୁତେଣୁ ଅତ୍ୟଧିକ ଖାଦ୍ୟ ଦେବା, ଏଇ ଦୁଇଟିଯାକ କଥା ପିଲାଙ୍କ ପାଇଁ ଶୁଭଙ୍କର ନୁହେଁ l ସେମାନେ ଅଯଥା ବିଭିନ୍ନ ରୋଗର ଶିକାର ହୁଅନ୍ତି ଓ ବେଳେବେଳେ ନେଡ଼ି ଗୁଡ଼ କହୁଣୀକୁ ବୋହିଯାଏ l ଏହି ପରିପ୍ରେକ୍ଷୀରେ ପିଲାଙ୍କ ଓଜନ, ଖାଦ୍ୟ ଓ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 16 ଅମୃତ ସମାନ ମା'କ୍ଷୀରକୁ ନେଇ ଡାକ୍ତରଙ୍କ ପରାମର୍ଶ | Doctor's advice on Breast feeding

ପ୍ରସବ ପରେ ମା'ର କଷ କ୍ଷୀର ଠାରୁ ଆରମ୍ଭ କରି କେବେ ଯାଏଁ ଶିଶୁକୁ ମା'କ୍ଷୀର ଆବଶ୍ୟକ ଓ ଏଥିନେଇ କିଛି ସମସ୍ୟା ଥିଲେ, ତହିଁର ସମାଧାନର ମଧ୍ୟ ବାଟ ଅଛି l ଏ ସମ୍ପର୍କରେ କିଛିଟା ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Hot Categories

1
9