Epd - 04 ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ

ଛୁଆ ଜନ୍ମ ପରେ ତା'ର ଗାଧୋଇବା ସମ୍ପର୍କରେ ଅନେକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି l ତେବେ ଜନ୍ମର କେତେଦିନ ପରେ ଓ କେତେ ବ୍ୟବଧାନରେ ତାକୁ କିଭଳି ଭାବେ ଗାଧୋଇବେ, ତାହା ମା'ମାନେ ଭଲଭାବେ ଜାଣିବା ଜରୁରୀ l ଶିଶୁମାନଙ୍କ ଯତ୍ନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ l ଏ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 05 ପିଲାଙ୍କୁ କେଉଁ ଟୀକା କେଉଁ ବୟସରେ ଦେବେ

ବିଭିନ୍ନ ରୋଗର ପ୍ରତିଷେଧକ ଟୀକା କେଉଁ ସମୟରେ ଓ କିଭଳି ଭାବେ ଦେବେ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l ସରକାରୀ ଡାକ୍ତରଖାନା ମାନଙ୍କରେ ଶୀତଳ ଶୃଙ୍ଖଳରେ ରଖାଯାଉଥିବା ବିଭିନ୍ନ ପ୍ରତିଷେଧକ ଟୀକା ମାଗଣାରେ ମିଳିଥାଏ l

By Swati Mohanty | January 15, 2024 | 0 Comments

Hot Categories

1
9