ଭବିଷ୍ୟତର ବିପଜ୍ଜନକ ରୋଗରୁ ପିଲାଙ୍କୁ ବଞ୍ଚାନ୍ତୁ

ଆପଣ ମଧ୍ୟ ଏ ଦିଗରେ ବିଭିନ୍ନ ଅଞ୍ଚଳର ପ୍ରେରଣାଦାୟୀ କାହାଣୀ ଓ ବ୍ୟକ୍ତିବିଶେଷଙ୍କ ବିଷୟରେ ଜଣାଇ ଆମକୁ ସହଯୋଗ କରିପାରିବେ

By Ashok Das | October 30, 2023 | 0 Comments

ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଅଳ୍ପ ଜମିରେବି ଭଲ ଲାଭ

Integrated farming is a sustainable agricultural approach that combines different agricultural activities within a single farming system to maximize efficiency and yield.

By Swati Mohanty | January 15, 2024 | 0 Comments

Epd - 04 ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ

ଛୁଆ ଜନ୍ମ ପରେ ତା'ର ଗାଧୋଇବା ସମ୍ପର୍କରେ ଅନେକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି l ତେବେ ଜନ୍ମର କେତେଦିନ ପରେ ଓ କେତେ ବ୍ୟବଧାନରେ ତାକୁ କିଭଳି ଭାବେ ଗାଧୋଇବେ, ତାହା ମା'ମାନେ ଭଲଭାବେ ଜାଣିବା ଜରୁରୀ l ଶିଶୁମାନଙ୍କ ଯତ୍ନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ l ଏ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 1 ପ୍ରସବ ପୂର୍ବରୁ ଓ ପରେ କ'ଣ କରିବା ନିହାତି ଜରୁରୀ

ପ୍ରସବ ପୂର୍ବ ଓ ପରବର୍ତ୍ତୀ ସମୟରେ ମା ଓ ଶିଶୁଙ୍କ ଯତ୍ନ ନିହାତି ଜରୁରୀ l ସେମାନଙ୍କ ଖାଇବା ପିଇବା, ଟୀକା, ମା କ୍ଷୀରର ଉପକାରିତା ତଥା କିଛି ଅସୁବିଧା ମନେହେଲେ ତହିଁର ପ୍ରତିକାର ଏବଂ ସର୍ବୋପରି ଶିଶୁଙ୍କ ଉତ୍ତମ ଶାରୀରିକ ଅଭିବୃଦ୍ଧି ପାଇଁ କ'ଣ କରାଯିବା ଦରକାର, ସେ ସମ୍ପର୍କରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତିଙ୍କର କିଛି ଉପାଦେୟ ପରାମର୍ଶ l

By Swati Mohanty | January 15, 2024 | 0 Comments

Epd-2 ଶିଶୁଙ୍କୁ ମା'କ୍ଷୀର ଦେବାବେଳେ କେଉଁ କଥା ପ୍ରତି ଦୃଷ୍ଟି ଦେବେ

ଶିଶୁ ପାଇଁ ମା' କ୍ଷୀର ଅମୃତ ସମାନ l ମା' ଶିଶୁକୁ କିପରି କ୍ଷୀର ଦେବା ଉଚିତ ଓ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି ଏହି ଅଧ୍ୟାୟରେ ଆଲୋକପାତ କରିଛନ୍ତି l ମା'କ୍ଷୀର ଯଥେଷ୍ଟ ହେଉଛି କି ନା, ତାହା ଜାଣିପାରିବା ସହ ପ୍ରସୂତି ମାନଙ୍କ ଖାଇବା ପିଇବା ସମ୍ପର୍କରେ ମଧ୍ୟ ସେ ବୁଝାଇଛନ୍ତି l

By Swati Mohanty | January 15, 2024 | 0 Comments

Epd - 03 ମା'କ୍ଷୀର ଓ ଛୁଆ ପେଟରେ ପବନ ଘେନି ଡାକ୍ତରଙ୍କ ପରାମର୍ଶ

ଛୁଆଙ୍କୁ କେତେ ମାସ ଯାଏଁ ମା କ୍ଷୀର ଦେବା ଉଚିତ - ଛୁଆ ପେଟରେ ପବନ ରହିଲେ କେମିତି ତାହା ବାହାର କରିବେ - ଚାକିରିଆ ମା କେମିତି ଛୁଟିର ସଦୁପଯୋଗ କରିବେ, ସେସବୁ ବିଷୟରେ କିଛି ଉପାଦେୟ ପରାମର୍ଶ

By Swati Mohanty | January 15, 2024 | 0 Comments

Epd - 05 ପିଲାଙ୍କୁ କେଉଁ ଟୀକା କେଉଁ ବୟସରେ ଦେବେ

ବିଭିନ୍ନ ରୋଗର ପ୍ରତିଷେଧକ ଟୀକା କେଉଁ ସମୟରେ ଓ କିଭଳି ଭାବେ ଦେବେ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l ସରକାରୀ ଡାକ୍ତରଖାନା ମାନଙ୍କରେ ଶୀତଳ ଶୃଙ୍ଖଳରେ ରଖାଯାଉଥିବା ବିଭିନ୍ନ ପ୍ରତିଷେଧକ ଟୀକା ମାଗଣାରେ ମିଳିଥାଏ l

By Swati Mohanty | January 15, 2024 | 0 Comments

Epd - 07 ଶିଶୁଙ୍କୁ କିଭଳି ଭାବେ ଖୁଆଇବେ ପିଆଇବେ

ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 09 ଖାଦ୍ୟ ଓ ପୋଷଣକୁ ଗୁରୁତ୍ୱ ଦିଅନ୍ତୁ

ଶିଶୁ ମାନଙ୍କୁ ଅଧିକ ଖୁଆଇବାକୁ ଅନେକେ ଭଲ ପାଉଥିଲେ ମଧ୍ୟ ଏହାଦ୍ୱାରା ସେମାନେ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଥାନ୍ତି l ଶିଶୁ ମାନଙ୍କ ସଠିକ ଓଜନ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କେଉଁ ଦିଗ ପ୍ରତି ଯତ୍ନ ନେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Hot Categories

1
9