Epd - 04 ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ

ଛୁଆ ଜନ୍ମ ପରେ ତା'ର ଗାଧୋଇବା ସମ୍ପର୍କରେ ଅନେକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି l ତେବେ ଜନ୍ମର କେତେଦିନ ପରେ ଓ କେତେ ବ୍ୟବଧାନରେ ତାକୁ କିଭଳି ଭାବେ ଗାଧୋଇବେ, ତାହା ମା'ମାନେ ଭଲଭାବେ ଜାଣିବା ଜରୁରୀ l ଶିଶୁମାନଙ୍କ ଯତ୍ନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ l ଏ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd-2 ଶିଶୁଙ୍କୁ ମା'କ୍ଷୀର ଦେବାବେଳେ କେଉଁ କଥା ପ୍ରତି ଦୃଷ୍ଟି ଦେବେ

ଶିଶୁ ପାଇଁ ମା' କ୍ଷୀର ଅମୃତ ସମାନ l ମା' ଶିଶୁକୁ କିପରି କ୍ଷୀର ଦେବା ଉଚିତ ଓ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି ଏହି ଅଧ୍ୟାୟରେ ଆଲୋକପାତ କରିଛନ୍ତି l ମା'କ୍ଷୀର ଯଥେଷ୍ଟ ହେଉଛି କି ନା, ତାହା ଜାଣିପାରିବା ସହ ପ୍ରସୂତି ମାନଙ୍କ ଖାଇବା ପିଇବା ସମ୍ପର୍କରେ ମଧ୍ୟ ସେ ବୁଝାଇଛନ୍ତି l

By Swati Mohanty | January 15, 2024 | 0 Comments

Epd - 05 ପିଲାଙ୍କୁ କେଉଁ ଟୀକା କେଉଁ ବୟସରେ ଦେବେ

ବିଭିନ୍ନ ରୋଗର ପ୍ରତିଷେଧକ ଟୀକା କେଉଁ ସମୟରେ ଓ କିଭଳି ଭାବେ ଦେବେ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l ସରକାରୀ ଡାକ୍ତରଖାନା ମାନଙ୍କରେ ଶୀତଳ ଶୃଙ୍ଖଳରେ ରଖାଯାଉଥିବା ବିଭିନ୍ନ ପ୍ରତିଷେଧକ ଟୀକା ମାଗଣାରେ ମିଳିଥାଏ l

By Swati Mohanty | January 15, 2024 | 0 Comments

Epd - 17 ପିଲାଙ୍କ ଆଲର୍ଜି, ହେମାଟୋମା,ହଳଦିଆ ପରିସ୍ରା ଓ ଜାଆଁଳା ଶିଶୁଙ୍କ ଯତ୍ନ | Doctor's Tips for Child care

Description : ପିଲାଙ୍କୁ ଆଣ୍ଠୁ କିମ୍ବା ଦେହରେ ପିମ୍ପୁଡ଼ି କାମୁଡ଼ିଲା ଭଳି ଲାଗେ, କାହା କାହାର ମୁଣ୍ଡରେ ରକ୍ତ ଜମାଟ ବାନ୍ଧେ,କେତେବେଳେ କାହାର ହଳଦିଆ ରଙ୍ଗର ପରିସ୍ରା ହୁଏ - ଏସବୁ ହେଲେ ମା' ମାନଙ୍କ ଚିନ୍ତା ବଢ଼ିଯାଏ l ଯାଆଁଳା ଛୁଆଙ୍କ ମାଆ ମାନେ ସାଧାରଣତଃ ଅଧିକ ବ୍ୟସ୍ତ ଥାନ୍ତି l ତେବେ ଏସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କିପରି ମୁକାବିଲା କରିବେ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Hot Categories

2
8