EPD -15 ଶିଶୁଙ୍କ ଦାନ୍ତ ଉଠା ଓ ଉଚ୍ଚତା ବଢ଼ିବାରେ ଡେରି ହେଲେ କ'ଣ କରିବେ|Tips on Teething & Height of Infants

ପିଲାମାନଙ୍କ ଦାନ୍ତ ଉଠିବାକୁ ନେଇ ଅବା ସେମାନଙ୍କ ଉଚ୍ଚତାକୁ ନେଇ ସ୍ୱାଭାବିକ ଭାବେ ଅନେକଙ୍କ ମନରେ ପ୍ରଶ୍ନ ଥାଏ l ତା'ଛଡ଼ା ପିଲା ଟିକିଏ ବଡ଼ ହୋଇ ସ୍କୁଲ ଯିବା ଆରମ୍ଭ କଲେ କିଛିଟା ଭିନ୍ନ ଧରଣର ଯତ୍ନ ଆବଶ୍ୟକ ହୋଇଥାଏ l ଏସବୁ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd - 16 ଅମୃତ ସମାନ ମା'କ୍ଷୀରକୁ ନେଇ ଡାକ୍ତରଙ୍କ ପରାମର୍ଶ | Doctor's advice on Breast feeding

ପ୍ରସବ ପରେ ମା'ର କଷ କ୍ଷୀର ଠାରୁ ଆରମ୍ଭ କରି କେବେ ଯାଏଁ ଶିଶୁକୁ ମା'କ୍ଷୀର ଆବଶ୍ୟକ ଓ ଏଥିନେଇ କିଛି ସମସ୍ୟା ଥିଲେ, ତହିଁର ସମାଧାନର ମଧ୍ୟ ବାଟ ଅଛି l ଏ ସମ୍ପର୍କରେ କିଛିଟା ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

ଉନ୍ନତ କିସମ ଛେଳି ପାଇଁ ବ୍ରିଡ଼ର ଫାର୍ମ | Goat Breeder Farm in Odisha

In This video we explain how to do goat breeder farm in Odisha

By Swati Mohanty | March 04, 2024 | 0 Comments

Hot Categories

1
9