ଭବିଷ୍ୟତର ବିପଜ୍ଜନକ ରୋଗରୁ ପିଲାଙ୍କୁ ବଞ୍ଚାନ୍ତୁ

ଆପଣ ମଧ୍ୟ ଏ ଦିଗରେ ବିଭିନ୍ନ ଅଞ୍ଚଳର ପ୍ରେରଣାଦାୟୀ କାହାଣୀ ଓ ବ୍ୟକ୍ତିବିଶେଷଙ୍କ ବିଷୟରେ ଜଣାଇ ଆମକୁ ସହଯୋଗ କରିପାରିବେ

By Ashok Das | October 30, 2023 | 0 Comments

Epd - 08 ଶିଶୁଙ୍କ ଦାନ୍ତଉଠା ଓ ଖାଦ୍ୟପେୟ ସମ୍ପର୍କରେ ଜରୁରୀ ସୂଚନା

ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 11ପିଲା ଠିକଣା ଭାବେ ବଢ଼ିବା ପାଇଁ କ'ଣ କରିବେ

ଅପପୁଷ୍ଟି ଯୋଗୁଁ ପିଲାଙ୍କ ମୁଣ୍ଡର ପରିଧି ଓ ଅନ୍ୟାନ୍ୟ ଅଙ୍ଗର ଗଠନରେ ଠିକଣା ଅଭିବୃଦ୍ଧି ହେଉନଥିଲେ, ବେଳ ଥାଉ ଥାଉ ତହିଁର ପ୍ରତିକାର ଜରୁରୀ l ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 14 ସୁଆଦିଆ ଖାଦ୍ୟ ଦିଅନ୍ତୁ, ମା'ପଛରେ ପିଲା ଗୋଡ଼ାଇବ

ପିଲାମାନେ ଖାଇବା ପିଇବାରେ ଅସୁବିଧା କଲେ ମା'ମାନଙ୍କର ଚିନ୍ତା ବଢ଼ିଯାଏ l କେଉଁ ପରିସ୍ଥିତିରେ ପିଲାମାନଙ୍କୁ କ'ଣ ଖାଇବାକୁ ଦେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 17 ପିଲାଙ୍କ ଆଲର୍ଜି, ହେମାଟୋମା,ହଳଦିଆ ପରିସ୍ରା ଓ ଜାଆଁଳା ଶିଶୁଙ୍କ ଯତ୍ନ | Doctor's Tips for Child care

Description : ପିଲାଙ୍କୁ ଆଣ୍ଠୁ କିମ୍ବା ଦେହରେ ପିମ୍ପୁଡ଼ି କାମୁଡ଼ିଲା ଭଳି ଲାଗେ, କାହା କାହାର ମୁଣ୍ଡରେ ରକ୍ତ ଜମାଟ ବାନ୍ଧେ,କେତେବେଳେ କାହାର ହଳଦିଆ ରଙ୍ଗର ପରିସ୍ରା ହୁଏ - ଏସବୁ ହେଲେ ମା' ମାନଙ୍କ ଚିନ୍ତା ବଢ଼ିଯାଏ l ଯାଆଁଳା ଛୁଆଙ୍କ ମାଆ ମାନେ ସାଧାରଣତଃ ଅଧିକ ବ୍ୟସ୍ତ ଥାନ୍ତି l ତେବେ ଏସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କିପରି ମୁକାବିଲା କରିବେ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development

ପିଲା ଠିକ ସମୟରେ ଆଶାଜନକ ଆଚରଣ କଲେ ତା'ର ବିକାଶ ଠିକ ହେଉଛି ବୋଲି ଆମେ ଜାଣିପାରିବା l ସାଧାରଣ ଭାବେ ପିଲାଙ୍କ ହସିବା, କାନ୍ଦିବା, ବସିବା, ଗୁରୁଣ୍ଡିବା ଠାରୁ ନେଇ ଦୌଡ଼ିବା ଯାଏଁ ସେମାନଙ୍କ ବିକାଶର ଗୋଟିଏ ଗୋଟିଏ ସୋପାନ l ଏସବୁକୁ ମା' ଓ ପରିବାରର ଅନ୍ୟମାନେ ନିରୀକ୍ଷଣ କରି କେଉଁଠି କିଛି ଅସୁବିଧା ଥିଲେ ବେଳ ଥାଉ ଥାଉ ତାହା ସୁଧାରି ପାରିବେ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd-20 ମୂଳରୁ ସତର୍କ ରହିଲେ ପିଲାଙ୍କ ଶାରୀରିକ ଅକ୍ଷମତା ଏଡ଼ାଇପାରିବା | Tips to Avoid Disabilities

କଥାରେ ଅଛି, ବେଳହୁଁ ସାବଧାନ ନହେଲେ ନେଡ଼ି ଗୁଡ଼ କହୁଣୀକୁ ବୋହିଯାଏ l ସେହିପରି ଛୋଟ ପିଲାମାନଙ୍କ ବିକାଶ କ୍ଷେତ୍ରରେ ଆମେ ବିଭିନ୍ନ ଦିଗ ପ୍ରତି ସତର୍କ ନରହିଲେ ଅନେକ ସମୟରେ କେହିକେହି ଶାରୀରିକ ଅବା ମାନସିକ ଅକ୍ଷମତାର ଶିକାର ହୋଇଯା'ନ୍ତି | ଏଭଳି ଅଭାବନୀୟ ପରିସ୍ଥିତି ଏଡ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି |

By Swati Mohanty | February 05, 2024 | 0 Comments

Epd - 27 ପିଲାଙ୍କ ନଖାଇବା, ବାନ୍ତି ଓ ଗାଲ କଳା ପଡ଼ିବା ଆଦି ସମସ୍ୟା ଦୂରେଇବେ କିପରି | Paediatrician's Tips

ପିଲାଙ୍କ ନଖାଇବା, ବାନ୍ତି ଓ ଗାଲ କଳା ପଡ଼ିବା ଆଦି ସମସ୍ୟା ଦୂରେଇବେ କିପରି

By Swati Mohanty | February 05, 2024 | 0 Comments

Hot Categories

1
9