ଛୁଆ ଜନ୍ମ ପରେ ତା'ର ଗାଧୋଇବା ସମ୍ପର୍କରେ ଅନେକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି l ତେବେ ଜନ୍ମର କେତେଦିନ ପରେ ଓ କେତେ ବ୍ୟବଧାନରେ ତାକୁ କିଭଳି ଭାବେ ଗାଧୋଇବେ, ତାହା ମା'ମାନେ ଭଲଭାବେ ଜାଣିବା ଜରୁରୀ l ଶିଶୁମାନଙ୍କ ଯତ୍ନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ l ଏ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l