ପିଲାମାନେ ପାଣି କିପରି ଓ କେତେବେଳେ ପିଇଵା ଉଚିତ, ଝାଡ଼ା ନହେଲେ ଵା ହେବାରେ କଷ୍ଟ ହେଲେ କ'ଣ କରିବେ, ପିଲାଙ୍କ ଚର୍ମ ର ଯତ୍ନ କିପରି ନେବେ ଏବଂ ସର୍ବୋପରି ମା' ମାନେ କ'ଣ ଖାଇବା ଆବଶ୍ୟକ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l
Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development
February 05, 2024Epd - 17 ପିଲାଙ୍କ ଆଲର୍ଜି, ହେମାଟୋମା,ହଳଦିଆ ପରିସ୍ରା ଓ ଜାଆଁଳା ଶିଶୁଙ୍କ ଯତ୍ନ | Doctor's Tips for Child care
February 05, 2024Epd -22 ମା'ମାନଙ୍କ ଗର୍ଭଧାରଣ ବୟସ, ଖାଦ୍ୟ ଆଦି ସମ୍ପର୍କରେ ପରାମର୍ଶ | Doctor's advice on Pregnancy and Diet
February 05, 2024Epd-18 ଶିଶୁଙ୍କ ପାଣି ପିଆ,ଝାଡ଼ା ନହେବା ଓ ମା'ଙ୍କ ଖାଦ୍ୟ ଘେନି ପରାମର୍ଶ | Paediatrician's Tips for Babies
February 05, 2024