ଅପପୁଷ୍ଟି ଯୋଗୁଁ ପିଲାଙ୍କ ମୁଣ୍ଡର ପରିଧି ଓ ଅନ୍ୟାନ୍ୟ ଅଙ୍ଗର ଗଠନରେ ଠିକଣା ଅଭିବୃଦ୍ଧି ହେଉନଥିଲେ, ବେଳ ଥାଉ ଥାଉ ତହିଁର ପ୍ରତିକାର ଜରୁରୀ l ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l
ପିଲା ଠିକ ସମୟରେ ଆଶାଜନକ ଆଚରଣ କଲେ ତା'ର ବିକାଶ ଠିକ ହେଉଛି ବୋଲି ଆମେ ଜାଣିପାରିବା l ସାଧାରଣ ଭାବେ ପିଲାଙ୍କ ହସିବା, କାନ୍ଦିବା, ବସିବା, ଗୁରୁଣ୍ଡିବା ଠାରୁ ନେଇ ଦୌଡ଼ିବା ଯାଏଁ ସେମାନଙ୍କ ବିକାଶର ଗୋଟିଏ ଗୋଟିଏ ସୋପାନ l ଏସବୁକୁ ମା' ଓ ପରିବାରର ଅନ୍ୟମାନେ ନିରୀକ୍ଷଣ କରି କେଉଁଠି କିଛି ଅସୁବିଧା ଥିଲେ ବେଳ ଥାଉ ଥାଉ ତାହା ସୁଧାରି ପାରିବେ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l
Epd -22 ମା'ମାନଙ୍କ ଗର୍ଭଧାରଣ ବୟସ, ଖାଦ୍ୟ ଆଦି ସମ୍ପର୍କରେ ପରାମର୍ଶ | Doctor's advice on Pregnancy and Diet
February 05, 2024Epd-23 ପ୍ରସବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ କ'ଣ କରିବେ | Care during pre pregnancy & afterwards
February 05, 2024Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development
February 05, 2024Epd - 17 ପିଲାଙ୍କ ଆଲର୍ଜି, ହେମାଟୋମା,ହଳଦିଆ ପରିସ୍ରା ଓ ଜାଆଁଳା ଶିଶୁଙ୍କ ଯତ୍ନ | Doctor's Tips for Child care
February 05, 2024Epd - 16 ଅମୃତ ସମାନ ମା'କ୍ଷୀରକୁ ନେଇ ଡାକ୍ତରଙ୍କ ପରାମର୍ଶ | Doctor's advice on Breast feeding
February 05, 2024