Description : ପିଲାଙ୍କୁ ଆଣ୍ଠୁ କିମ୍ବା ଦେହରେ ପିମ୍ପୁଡ଼ି କାମୁଡ଼ିଲା ଭଳି ଲାଗେ, କାହା କାହାର ମୁଣ୍ଡରେ ରକ୍ତ ଜମାଟ ବାନ୍ଧେ,କେତେବେଳେ କାହାର ହଳଦିଆ ରଙ୍ଗର ପରିସ୍ରା ହୁଏ - ଏସବୁ ହେଲେ ମା' ମାନଙ୍କ ଚିନ୍ତା ବଢ଼ିଯାଏ l ଯାଆଁଳା ଛୁଆଙ୍କ ମାଆ ମାନେ ସାଧାରଣତଃ ଅଧିକ ବ୍ୟସ୍ତ ଥାନ୍ତି l ତେବେ ଏସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କିପରି ମୁକାବିଲା କରିବେ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l