Epd - 08 ଶିଶୁଙ୍କ ଦାନ୍ତଉଠା ଓ ଖାଦ୍ୟପେୟ ସମ୍ପର୍କରେ ଜରୁରୀ ସୂଚନା

ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 11ପିଲା ଠିକଣା ଭାବେ ବଢ଼ିବା ପାଇଁ କ'ଣ କରିବେ

ଅପପୁଷ୍ଟି ଯୋଗୁଁ ପିଲାଙ୍କ ମୁଣ୍ଡର ପରିଧି ଓ ଅନ୍ୟାନ୍ୟ ଅଙ୍ଗର ଗଠନରେ ଠିକଣା ଅଭିବୃଦ୍ଧି ହେଉନଥିଲେ, ବେଳ ଥାଉ ଥାଉ ତହିଁର ପ୍ରତିକାର ଜରୁରୀ l ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 12 ପିଲାଙ୍କ ଖାଦ୍ୟହୀନତା ଓ ମେଦବହୁଳତା ଏଡ଼ାଇବେ କିପରି

ଠିକଣା ସମୟରେ ଠିକଣା ଖାଦ୍ୟ ନଦେବା ଅବା ଅତି ଗେଲବସରରେ ପିଲାଙ୍କୁ ଏଣୁତେଣୁ ଅତ୍ୟଧିକ ଖାଦ୍ୟ ଦେବା, ଏଇ ଦୁଇଟିଯାକ କଥା ପିଲାଙ୍କ ପାଇଁ ଶୁଭଙ୍କର ନୁହେଁ l ସେମାନେ ଅଯଥା ବିଭିନ୍ନ ରୋଗର ଶିକାର ହୁଅନ୍ତି ଓ ବେଳେବେଳେ ନେଡ଼ି ଗୁଡ଼ କହୁଣୀକୁ ବୋହିଯାଏ l ଏହି ପରିପ୍ରେକ୍ଷୀରେ ପିଲାଙ୍କ ଓଜନ, ଖାଦ୍ୟ ଓ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 14 ସୁଆଦିଆ ଖାଦ୍ୟ ଦିଅନ୍ତୁ, ମା'ପଛରେ ପିଲା ଗୋଡ଼ାଇବ

ପିଲାମାନେ ଖାଇବା ପିଇବାରେ ଅସୁବିଧା କଲେ ମା'ମାନଙ୍କର ଚିନ୍ତା ବଢ଼ିଯାଏ l କେଉଁ ପରିସ୍ଥିତିରେ ପିଲାମାନଙ୍କୁ କ'ଣ ଖାଇବାକୁ ଦେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd -22 ମା'ମାନଙ୍କ ଗର୍ଭଧାରଣ ବୟସ, ଖାଦ୍ୟ ଆଦି ସମ୍ପର୍କରେ ପରାମର୍ଶ | Doctor's advice on Pregnancy and Diet

ମା'ମାନଙ୍କ ଗର୍ଭଧାରଣ ବୟସ, ଖାଦ୍ୟ ଆଦି ସମ୍ପର୍କରେ ପରାମର୍ଶ

By Swati Mohanty | February 05, 2024 | 0 Comments

Epd -24 ପିଲାଙ୍କ ଲାଳ ଗଡ଼ିବା, ଝାଡ଼ା ଓ ଖାଦ୍ୟ ଘେନି ସମସ୍ୟା ଦୂରେଇବେ କିପରି | Doctor solves for Mom's worries

ପିଲାଙ୍କ ଲାଳ ଗଡ଼ିବା, ଝାଡ଼ା ଓ ଖାଦ୍ୟ ଘେନି ସମସ୍ୟା ଦୂରେଇବେ କିପରି

By Swati Mohanty | February 05, 2024 | 0 Comments

Hot Categories

1
9