Epd - 08 ଶିଶୁଙ୍କ ଦାନ୍ତଉଠା ଓ ଖାଦ୍ୟପେୟ ସମ୍ପର୍କରେ ଜରୁରୀ ସୂଚନା

ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 11ପିଲା ଠିକଣା ଭାବେ ବଢ଼ିବା ପାଇଁ କ'ଣ କରିବେ

ଅପପୁଷ୍ଟି ଯୋଗୁଁ ପିଲାଙ୍କ ମୁଣ୍ଡର ପରିଧି ଓ ଅନ୍ୟାନ୍ୟ ଅଙ୍ଗର ଗଠନରେ ଠିକଣା ଅଭିବୃଦ୍ଧି ହେଉନଥିଲେ, ବେଳ ଥାଉ ଥାଉ ତହିଁର ପ୍ରତିକାର ଜରୁରୀ l ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development

ପିଲା ଠିକ ସମୟରେ ଆଶାଜନକ ଆଚରଣ କଲେ ତା'ର ବିକାଶ ଠିକ ହେଉଛି ବୋଲି ଆମେ ଜାଣିପାରିବା l ସାଧାରଣ ଭାବେ ପିଲାଙ୍କ ହସିବା, କାନ୍ଦିବା, ବସିବା, ଗୁରୁଣ୍ଡିବା ଠାରୁ ନେଇ ଦୌଡ଼ିବା ଯାଏଁ ସେମାନଙ୍କ ବିକାଶର ଗୋଟିଏ ଗୋଟିଏ ସୋପାନ l ଏସବୁକୁ ମା' ଓ ପରିବାରର ଅନ୍ୟମାନେ ନିରୀକ୍ଷଣ କରି କେଉଁଠି କିଛି ଅସୁବିଧା ଥିଲେ ବେଳ ଥାଉ ଥାଉ ତାହା ସୁଧାରି ପାରିବେ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd - 27 ପିଲାଙ୍କ ନଖାଇବା, ବାନ୍ତି ଓ ଗାଲ କଳା ପଡ଼ିବା ଆଦି ସମସ୍ୟା ଦୂରେଇବେ କିପରି | Paediatrician's Tips

ପିଲାଙ୍କ ନଖାଇବା, ବାନ୍ତି ଓ ଗାଲ କଳା ପଡ଼ିବା ଆଦି ସମସ୍ୟା ଦୂରେଇବେ କିପରି

By Swati Mohanty | February 05, 2024 | 0 Comments

Hot Categories

1
9