Epd - 1 ପ୍ରସବ ପୂର୍ବରୁ ଓ ପରେ କ'ଣ କରିବା ନିହାତି ଜରୁରୀ

ପ୍ରସବ ପୂର୍ବ ଓ ପରବର୍ତ୍ତୀ ସମୟରେ ମା ଓ ଶିଶୁଙ୍କ ଯତ୍ନ ନିହାତି ଜରୁରୀ l ସେମାନଙ୍କ ଖାଇବା ପିଇବା, ଟୀକା, ମା କ୍ଷୀରର ଉପକାରିତା ତଥା କିଛି ଅସୁବିଧା ମନେହେଲେ ତହିଁର ପ୍ରତିକାର ଏବଂ ସର୍ବୋପରି ଶିଶୁଙ୍କ ଉତ୍ତମ ଶାରୀରିକ ଅଭିବୃଦ୍ଧି ପାଇଁ କ'ଣ କରାଯିବା ଦରକାର, ସେ ସମ୍ପର୍କରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତିଙ୍କର କିଛି ଉପାଦେୟ ପରାମର୍ଶ l

By Swati Mohanty | January 15, 2024 | 0 Comments

Epd - 14 ସୁଆଦିଆ ଖାଦ୍ୟ ଦିଅନ୍ତୁ, ମା'ପଛରେ ପିଲା ଗୋଡ଼ାଇବ

ପିଲାମାନେ ଖାଇବା ପିଇବାରେ ଅସୁବିଧା କଲେ ମା'ମାନଙ୍କର ଚିନ୍ତା ବଢ଼ିଯାଏ l କେଉଁ ପରିସ୍ଥିତିରେ ପିଲାମାନଙ୍କୁ କ'ଣ ଖାଇବାକୁ ଦେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development

ପିଲା ଠିକ ସମୟରେ ଆଶାଜନକ ଆଚରଣ କଲେ ତା'ର ବିକାଶ ଠିକ ହେଉଛି ବୋଲି ଆମେ ଜାଣିପାରିବା l ସାଧାରଣ ଭାବେ ପିଲାଙ୍କ ହସିବା, କାନ୍ଦିବା, ବସିବା, ଗୁରୁଣ୍ଡିବା ଠାରୁ ନେଇ ଦୌଡ଼ିବା ଯାଏଁ ସେମାନଙ୍କ ବିକାଶର ଗୋଟିଏ ଗୋଟିଏ ସୋପାନ l ଏସବୁକୁ ମା' ଓ ପରିବାରର ଅନ୍ୟମାନେ ନିରୀକ୍ଷଣ କରି କେଉଁଠି କିଛି ଅସୁବିଧା ଥିଲେ ବେଳ ଥାଉ ଥାଉ ତାହା ସୁଧାରି ପାରିବେ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Hot Categories

1
9