Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development

ପିଲା ଠିକ ସମୟରେ ଆଶାଜନକ ଆଚରଣ କଲେ ତା'ର ବିକାଶ ଠିକ ହେଉଛି ବୋଲି ଆମେ ଜାଣିପାରିବା l ସାଧାରଣ ଭାବେ ପିଲାଙ୍କ ହସିବା, କାନ୍ଦିବା, ବସିବା, ଗୁରୁଣ୍ଡିବା ଠାରୁ ନେଇ ଦୌଡ଼ିବା ଯାଏଁ ସେମାନଙ୍କ ବିକାଶର ଗୋଟିଏ ଗୋଟିଏ ସୋପାନ l ଏସବୁକୁ ମା' ଓ ପରିବାରର ଅନ୍ୟମାନେ ନିରୀକ୍ଷଣ କରି କେଉଁଠି କିଛି ଅସୁବିଧା ଥିଲେ ବେଳ ଥାଉ ଥାଉ ତାହା ସୁଧାରି ପାରିବେ ବୋଲି ମତ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd -21 ଦୁଇ ବର୍ଷ ପରଠୁଁ ପିଲାଙ୍କ ବିକାଶ ପ୍ରତି ସତର୍କ ରୁହନ୍ତୁ | Monitoring Development of 2yrs+ Child

ଦୁଇ ବର୍ଷ ପରଠୁଁ ପିଲାଙ୍କ ବିକାଶ ପ୍ରତି ସତର୍କ ରୁହନ୍ତୁ

By Swati Mohanty | February 05, 2024 | 0 Comments

Hot Categories

1
9