Epd - 07 ଶିଶୁଙ୍କୁ କିଭଳି ଭାବେ ଖୁଆଇବେ ପିଆଇବେ

ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 09 ଖାଦ୍ୟ ଓ ପୋଷଣକୁ ଗୁରୁତ୍ୱ ଦିଅନ୍ତୁ

ଶିଶୁ ମାନଙ୍କୁ ଅଧିକ ଖୁଆଇବାକୁ ଅନେକେ ଭଲ ପାଉଥିଲେ ମଧ୍ୟ ଏହାଦ୍ୱାରା ସେମାନେ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଥାନ୍ତି l ଶିଶୁ ମାନଙ୍କ ସଠିକ ଓଜନ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କେଉଁ ଦିଗ ପ୍ରତି ଯତ୍ନ ନେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd-18 ଶିଶୁଙ୍କ ପାଣି ପିଆ,ଝାଡ଼ା ନହେବା ଓ ମା'ଙ୍କ ଖାଦ୍ୟ ଘେନି ପରାମର୍ଶ | Paediatrician's Tips for Babies

ପିଲାମାନେ ପାଣି କିପରି ଓ କେତେବେଳେ ପିଇଵା ଉଚିତ, ଝାଡ଼ା ନହେଲେ ଵା ହେବାରେ କଷ୍ଟ ହେଲେ କ'ଣ କରିବେ, ପିଲାଙ୍କ ଚର୍ମ ର ଯତ୍ନ କିପରି ନେବେ ଏବଂ ସର୍ବୋପରି ମା' ମାନେ କ'ଣ ଖାଇବା ଆବଶ୍ୟକ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Hot Categories

2
8