ଶିଶୁ ମାନଙ୍କୁ ଅଧିକ ଖୁଆଇବାକୁ ଅନେକେ ଭଲ ପାଉଥିଲେ ମଧ୍ୟ ଏହାଦ୍ୱାରା ସେମାନେ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଥାନ୍ତି l ଶିଶୁ ମାନଙ୍କ ସଠିକ ଓଜନ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କେଉଁ ଦିଗ ପ୍ରତି ଯତ୍ନ ନେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l