ଅପପୁଷ୍ଟି ଯୋଗୁଁ ପିଲାଙ୍କ ମୁଣ୍ଡର ପରିଧି ଓ ଅନ୍ୟାନ୍ୟ ଅଙ୍ଗର ଗଠନରେ ଠିକଣା ଅଭିବୃଦ୍ଧି ହେଉନଥିଲେ, ବେଳ ଥାଉ ଥାଉ ତହିଁର ପ୍ରତିକାର ଜରୁରୀ l ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l