Epd -13 ପିଲାଙ୍କ ଖାଦ୍ୟପେୟ ପ୍ରତି ମା'ମାନେ ଯତ୍ନଶୀଳ ହେବା ଜରୁରୀ

ଖୁଆଇ ପିଆଇ ପିଲାଙ୍କୁ ଗୋଲଗାଲ କରି ମୋଟା ବନେଇବାରେ ଆଦୌ ମାତନ୍ତୁ ନାହିଁ l ପିଲା ଅଧିକ ମୋଟା ହେଲେ ଵା ଓଜନ ବଢ଼ିଲେ ଭବିଷ୍ୟତରେ ତାହା ବିପଦର କାରଣ ହୋଇଥାଏ l ମାତ୍ରାଧିକ ଘିଅ, ତେଲ ଆଦି ମଧ୍ୟ ଦୂରେଇବା ଉଚିତ l ପିଲାଙ୍କ ମୋଟାପଣ ଵା ମେଦ ବହୁଳତା କମାଇବା ପାଇଁ ମା'ମାନେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ l ଏ ସମ୍ପର୍କରେ କହିଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 14 ସୁଆଦିଆ ଖାଦ୍ୟ ଦିଅନ୍ତୁ, ମା'ପଛରେ ପିଲା ଗୋଡ଼ାଇବ

ପିଲାମାନେ ଖାଇବା ପିଇବାରେ ଅସୁବିଧା କଲେ ମା'ମାନଙ୍କର ଚିନ୍ତା ବଢ଼ିଯାଏ l କେଉଁ ପରିସ୍ଥିତିରେ ପିଲାମାନଙ୍କୁ କ'ଣ ଖାଇବାକୁ ଦେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Hot Categories

1
9