ଆମ ପଡ଼ୋଶୀ ରାଷ୍ଟ୍ର ଚୀନ ସମ୍ପର୍କରେ ଆମେ ଅନେକ କଥା ଶୁଣୁ l ସେଠି ଲୋକେ କାହିଁକି ବେଶୀ ପରିଶ୍ରମୀ, ସେମାନେ କ'ଣ ସବୁ ଖାଇବାକୁ ଭଲ ପା'ନ୍ତି, ଶିଳ୍ପ ବାଣିଜ୍ୟରେ କାହିଁକି ଆଗୁଆ ଓ ଉତ୍ପାଦନ ମୂଲ୍ୟ କାହିଁକି କମ- ସେସବୁ ବିଷୟରେ ଅନେକ କଥା କହିଛନ୍ତି ବରିଷ୍ଠ ସାମ୍ବାଦିକ ଶୈବାଳ ଦାଶଗୁପ୍ତା, ଯିଏକି ଦୀର୍ଘ 14 ବର୍ଷ କାଳ ବେଇଜିଂରେ ଟାଇମ୍ସ ଅଫ ଇଣ୍ଡିଆର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ଓ ଚୀନରେ ବ୍ୟବସାୟକୁ ନେଇ ପୁସ୍ତକ ମଧ୍ୟ ଲେଖିଛନ୍ତି l
ଆମ ପଡ଼ୋଶୀ ରାଷ୍ଟ୍ର ଚୀନ ସମ୍ପର୍କରେ ଆମେ ଅନେକ କଥା ଶୁଣୁ l ସେଠି ଲୋକେ କାହିଁକି ବେଶୀ ପରିଶ୍ରମୀ, ସେମାନେ କ'ଣ ସବୁ ଖାଇବାକୁ ଭଲ ପା'ନ୍ତି, ଶିଳ୍ପ ବାଣିଜ୍ୟରେ କାହିଁକି ଆଗୁଆ ଓ ଉତ୍ପାଦନ ମୂଲ୍ୟ କାହିଁକି କମ- ସେସବୁ ବିଷୟରେ ଅନେକ କଥା କହିଛନ୍ତି ବରିଷ୍ଠ ସାମ୍ବାଦିକ ଶୈବାଳ ଦାଶଗୁପ୍ତା, ଯିଏକି ଦୀର୍ଘ 14 ବର୍ଷ କାଳ ବେଇଜିଂରେ ଟାଇମ୍ସ ଅଫ ଇଣ୍ଡିଆର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ଓ ଚୀନରେ ବ୍ୟବସାୟକୁ ନେଇ ପୁସ୍ତକ ମଧ୍ୟ ଲେଖିଛନ୍ତି l ତାଙ୍କ ସହ ସାକ୍ଷାତକାରର ଶେଷ ଭାଗ
Epd -22 ମା'ମାନଙ୍କ ଗର୍ଭଧାରଣ ବୟସ, ଖାଦ୍ୟ ଆଦି ସମ୍ପର୍କରେ ପରାମର୍ଶ | Doctor's advice on Pregnancy and Diet
February 05, 2024Epd-23 ପ୍ରସବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ କ'ଣ କରିବେ | Care during pre pregnancy & afterwards
February 05, 2024Epd - 19 ଶିଶୁଙ୍କ ଠିକଣା ବିକାଶ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ | How to Monitor Child's Development
February 05, 2024Epd-18 ଶିଶୁଙ୍କ ପାଣି ପିଆ,ଝାଡ଼ା ନହେବା ଓ ମା'ଙ୍କ ଖାଦ୍ୟ ଘେନି ପରାମର୍ଶ | Paediatrician's Tips for Babies
February 05, 2024Epd - 16 ଅମୃତ ସମାନ ମା'କ୍ଷୀରକୁ ନେଇ ଡାକ୍ତରଙ୍କ ପରାମର୍ଶ | Doctor's advice on Breast feeding
February 05, 2024Epd - 17 ପିଲାଙ୍କ ଆଲର୍ଜି, ହେମାଟୋମା,ହଳଦିଆ ପରିସ୍ରା ଓ ଜାଆଁଳା ଶିଶୁଙ୍କ ଯତ୍ନ | Doctor's Tips for Child care
February 05, 2024