ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l