ପିଲାମାନଙ୍କ ଦାନ୍ତ ଉଠିବାକୁ ନେଇ ଅବା ସେମାନଙ୍କ ଉଚ୍ଚତାକୁ ନେଇ ସ୍ୱାଭାବିକ ଭାବେ ଅନେକଙ୍କ ମନରେ ପ୍ରଶ୍ନ ଥାଏ l ତା'ଛଡ଼ା ପିଲା ଟିକିଏ ବଡ଼ ହୋଇ ସ୍କୁଲ ଯିବା ଆରମ୍ଭ କଲେ କିଛିଟା ଭିନ୍ନ ଧରଣର ଯତ୍ନ ଆବଶ୍ୟକ ହୋଇଥାଏ l ଏସବୁ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l