Epd-2 ଶିଶୁଙ୍କୁ ମା'କ୍ଷୀର ଦେବାବେଳେ କେଉଁ କଥା ପ୍ରତି ଦୃଷ୍ଟି ଦେବେ

ଶିଶୁ ପାଇଁ ମା' କ୍ଷୀର ଅମୃତ ସମାନ l ମା' ଶିଶୁକୁ କିପରି କ୍ଷୀର ଦେବା ଉଚିତ ଓ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି ଏହି ଅଧ୍ୟାୟରେ ଆଲୋକପାତ କରିଛନ୍ତି l ମା'କ୍ଷୀର ଯଥେଷ୍ଟ ହେଉଛି କି ନା, ତାହା ଜାଣିପାରିବା ସହ ପ୍ରସୂତି ମାନଙ୍କ ଖାଇବା ପିଇବା ସମ୍ପର୍କରେ ମଧ୍ୟ ସେ ବୁଝାଇଛନ୍ତି l

By Swati Mohanty | January 15, 2024 | 0 Comments

Epd - 03 ମା'କ୍ଷୀର ଓ ଛୁଆ ପେଟରେ ପବନ ଘେନି ଡାକ୍ତରଙ୍କ ପରାମର୍ଶ

ଛୁଆଙ୍କୁ କେତେ ମାସ ଯାଏଁ ମା କ୍ଷୀର ଦେବା ଉଚିତ - ଛୁଆ ପେଟରେ ପବନ ରହିଲେ କେମିତି ତାହା ବାହାର କରିବେ - ଚାକିରିଆ ମା କେମିତି ଛୁଟିର ସଦୁପଯୋଗ କରିବେ, ସେସବୁ ବିଷୟରେ କିଛି ଉପାଦେୟ ପରାମର୍ଶ

By Swati Mohanty | January 15, 2024 | 0 Comments

Epd - 05 ପିଲାଙ୍କୁ କେଉଁ ଟୀକା କେଉଁ ବୟସରେ ଦେବେ

ବିଭିନ୍ନ ରୋଗର ପ୍ରତିଷେଧକ ଟୀକା କେଉଁ ସମୟରେ ଓ କିଭଳି ଭାବେ ଦେବେ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l ସରକାରୀ ଡାକ୍ତରଖାନା ମାନଙ୍କରେ ଶୀତଳ ଶୃଙ୍ଖଳରେ ରଖାଯାଉଥିବା ବିଭିନ୍ନ ପ୍ରତିଷେଧକ ଟୀକା ମାଗଣାରେ ମିଳିଥାଏ l

By Swati Mohanty | January 15, 2024 | 0 Comments

Epd - 07 ଶିଶୁଙ୍କୁ କିଭଳି ଭାବେ ଖୁଆଇବେ ପିଆଇବେ

ଶିଶୁଙ୍କୁ କ'ଣ କେତେବେଳେ ଖୁଆଇବେ, ପିଆଇବେ ଏବଂ କେମିତି ଢଙ୍ଗରେ ମା'ମାନେ ସେସବୁ କରିବେ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ l ଅନେକ ସମୟରେ ଆମେ ଏସବୁକୁ ଅଣଦେଖା କରୁଥିବାରୁ ବେଶ ସହଜ, ସାଧାରଣ କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଘେନି ସଚେତନ କରାଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

Epd - 09 ଖାଦ୍ୟ ଓ ପୋଷଣକୁ ଗୁରୁତ୍ୱ ଦିଅନ୍ତୁ

ଶିଶୁ ମାନଙ୍କୁ ଅଧିକ ଖୁଆଇବାକୁ ଅନେକେ ଭଲ ପାଉଥିଲେ ମଧ୍ୟ ଏହାଦ୍ୱାରା ସେମାନେ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଥାନ୍ତି l ଶିଶୁ ମାନଙ୍କ ସଠିକ ଓଜନ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କେଉଁ ଦିଗ ପ୍ରତି ଯତ୍ନ ନେବା ଉଚିତ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | January 15, 2024 | 0 Comments

EPD -15 ଶିଶୁଙ୍କ ଦାନ୍ତ ଉଠା ଓ ଉଚ୍ଚତା ବଢ଼ିବାରେ ଡେରି ହେଲେ କ'ଣ କରିବେ|Tips on Teething & Height of Infants

ପିଲାମାନଙ୍କ ଦାନ୍ତ ଉଠିବାକୁ ନେଇ ଅବା ସେମାନଙ୍କ ଉଚ୍ଚତାକୁ ନେଇ ସ୍ୱାଭାବିକ ଭାବେ ଅନେକଙ୍କ ମନରେ ପ୍ରଶ୍ନ ଥାଏ l ତା'ଛଡ଼ା ପିଲା ଟିକିଏ ବଡ଼ ହୋଇ ସ୍କୁଲ ଯିବା ଆରମ୍ଭ କଲେ କିଛିଟା ଭିନ୍ନ ଧରଣର ଯତ୍ନ ଆବଶ୍ୟକ ହୋଇଥାଏ l ଏସବୁ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd - 17 ପିଲାଙ୍କ ଆଲର୍ଜି, ହେମାଟୋମା,ହଳଦିଆ ପରିସ୍ରା ଓ ଜାଆଁଳା ଶିଶୁଙ୍କ ଯତ୍ନ | Doctor's Tips for Child care

Description : ପିଲାଙ୍କୁ ଆଣ୍ଠୁ କିମ୍ବା ଦେହରେ ପିମ୍ପୁଡ଼ି କାମୁଡ଼ିଲା ଭଳି ଲାଗେ, କାହା କାହାର ମୁଣ୍ଡରେ ରକ୍ତ ଜମାଟ ବାନ୍ଧେ,କେତେବେଳେ କାହାର ହଳଦିଆ ରଙ୍ଗର ପରିସ୍ରା ହୁଏ - ଏସବୁ ହେଲେ ମା' ମାନଙ୍କ ଚିନ୍ତା ବଢ଼ିଯାଏ l ଯାଆଁଳା ଛୁଆଙ୍କ ମାଆ ମାନେ ସାଧାରଣତଃ ଅଧିକ ବ୍ୟସ୍ତ ଥାନ୍ତି l ତେବେ ଏସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କିପରି ମୁକାବିଲା କରିବେ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Epd-18 ଶିଶୁଙ୍କ ପାଣି ପିଆ,ଝାଡ଼ା ନହେବା ଓ ମା'ଙ୍କ ଖାଦ୍ୟ ଘେନି ପରାମର୍ଶ | Paediatrician's Tips for Babies

ପିଲାମାନେ ପାଣି କିପରି ଓ କେତେବେଳେ ପିଇଵା ଉଚିତ, ଝାଡ଼ା ନହେଲେ ଵା ହେବାରେ କଷ୍ଟ ହେଲେ କ'ଣ କରିବେ, ପିଲାଙ୍କ ଚର୍ମ ର ଯତ୍ନ କିପରି ନେବେ ଏବଂ ସର୍ବୋପରି ମା' ମାନେ କ'ଣ ଖାଇବା ଆବଶ୍ୟକ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l

By Swati Mohanty | February 05, 2024 | 0 Comments

Hot Categories

1
9